ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିପୁଳା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିପୁଳା   ବିଶେଷ୍ୟ

ଅର୍ଥ : ଆର୍ଯ୍ୟଛନ୍ଦର ଗୋଟିଏ ପ୍ରକାର

ଉଦାହରଣ : ବିପୁଳାର ପ୍ରଥମ ପାଦରେ ଅଠରଟି, ଦ୍ୱିତୀୟରେ ବାରଟି, ତୃତୀୟରେ ଚଉଦଟି ଏବଂ ଚତୁର୍ଥରେ ତେରଟି ମାତ୍ରା ଥାଏ


ଅନ୍ୟ ଭାଷାରେ ଅନୁବାଦ :

आर्या छंद का एक भेद।

विपुला के पहले चरण में अठारह, दूसरे में बारह, तीसरे में चौदह एवं चौथे में तेरह मात्राएँ होती हैं।
विपुला

ଅର୍ଥ : ଏକ ବର୍ଣ୍ଣବୃତ୍ତ

ଉଦାହରଣ : ବିପୁଳାର ପ୍ରତ୍ୟେକ ଚରଣରେ ମଗଣ,ରଗଣ ଓ ଦୁଇଟି ଲଘୁ ଥାଏ


ଅନ୍ୟ ଭାଷାରେ ଅନୁବାଦ :

एक वर्णवृत्त।

विपुला के प्रत्येक चरण में मगण,रगण और दो लघु होते हैं।
विपुला

(prosody) a system of versification.

poetic rhythm, prosody, rhythmic pattern